ବହୁମଞ୍ଜରୀ Bahuman̄jarī

  • ସଂ. ବିଣ. (ବହୁବ୍ରୀହି; ବହୁ+ମଞ୍ଜରୀ) — ଯେଉଁ ଗଛ ଅନେକ ମୁକୁଳ ଧରେ — Many-blossomed
  • ସଂ. ବି — ତୁଳସୀ ଗଛ — The holy Basil plant