ବଶ୍ୟତା Baṡyatā

  • ସଂ. ବି.—(ବଶ୍ୟ+ଭାବ. ତା, ତ୍ୱ) — ଅଧୀନତା — Dependence
  • ସଂ. ବି.—(ବଶ୍ୟ+ଭାବ. ତା, ତ୍ୱ) — ବଶବର୍ତ୍ତିତା — Subservience
  • ସଂ. ବି.—(ବଶ୍ୟ+ଭାବ. ତା, ତ୍ୱ) — ଆଜ୍ଞାଧୀନତା — Obedience