ବଶ୍ୟ Baṡya
- ସଂ. ବିଣ. ପୁଂ (ବଶ୍ ଧାତୁ+କର୍ମ. ଯ) — ଯେ ସହଜରେ ବଶ ହୁଏ — Easily controllable
- ସଂ. ବିଣ. ପୁଂ (ବଶ୍ ଧାତୁ+କର୍ମ. ଯ) — ପୋଷା — Tame
- ସଂ. ବିଣ. ପୁଂ (ବଶ୍ ଧାତୁ+କର୍ମ. ଯ) — ଆଜ୍ଞାଧୀନ — Obedient; subservient
- ସଂ. ବିଣ. ପୁଂ (ବଶ୍ ଧାତୁ+କର୍ମ. ଯ) — ନିମ୍ନସ୍ଥ; ଅଧୀନ — Subordinate
- ସଂ. ବିଣ. ପୁଂ (ବଶ୍ ଧାତୁ+କର୍ମ. ଯ) — ବିନୀତ — Humble
- ସଂ. ବି — ଦାସ; ସେବକ (ହି. ଶ) — Slave; servant
- ସଂ. ବି — ଅଧୀନ କର୍ମଚାରୀ — A subordinate
- ଗ୍ରା. ବି—(ସଂ. ବୈଶ୍ୟ) — ବୈଶ୍ୟ — Ba̲i̱ṡya
- ଗ୍ରା. ବି—(ସଂ. ବୈଶ୍ୟ) — ବ୍ରାହ୍ମଣ ବଶ୍ୟ ଶୁଦ୍ର ଜାତି, ପାଟକ ଅଷ୍ଟାଦଶ ଛନ୍ତି। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ