ବଶ୍ରାମ କରିବା Bisrāma karibā
- ଦେ. କ୍ରି (ସଂ. ବିଶ୍ରାମ) — ପରିଶ୍ରମ ପରେ ଆରାମ କରିବା — To take rest or recreation to take repose
- ଦେ. କ୍ରି (ସଂ. ବିଶ୍ରାମ) — ଶ୍ରମାପନୋଦନ କରିବା — To refresh one's self
- ଦେ. କ୍ରି (ସଂ. ବିଶ୍ରାମ) — (ଭୂତପ୍ରେତାଦି) ମୁନଷ୍ୟ ଶରୀରରେ ପ୍ରବେଶ କରିବା — To possess the body of a person. (said of ghosts and evil spirits
- ଦେ. କ୍ରି (ସଂ. ବିଶ୍ରାମ) — (ଭୂତପ୍ରେତାଦି) କୌଣସି ବୃକ୍ଷ ବା ସ୍ଥାନରେ ଆଶ୍ରୟ ନେବା — To possess a tree; place or house (said of ghost and evil spirits)
- ଦେ. କ୍ରି (ସଂ. ବିଶ୍ରାମ) — ଶୋଇବା — To sleep
- ଦେ. କ୍ରି (ସଂ. ବିଶ୍ରାମ) — କୌଣସି ସ୍ଥାନରେ ଆଶ୍ରୟ ନେବା — To take shelter at a place