ବଶ୍ୟତା ସ୍ୱୀକାର କରିବା Baṡyatā swikāra karibā

  • ଦେ. କ୍ରି — ପୋଷା ମାନିବା — To become tame
  • ଦେ. କ୍ରି — ଅନ୍ୟର ପ୍ରଭୂତ୍ୱ ସ୍ୱୀକାର କରିବା — To acknowledge another's sway or suzerainty
  • ଦେ. କ୍ରି — ଆପଣାକୁ ପରର ପଦ ତଳେ ସମର୍ପଣ କରିବା — 1. To surrender one's self to another