ବଳାକା Baḻākā
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — ସ୍ତ୍ରୀ ବକପକ୍ଷୀ — A female egert
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — କାମୁକୀ ସ୍ତ୍ରୀ — A passionate or lustful woman
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — ପ୍ରେମିକା — A mistress; a loved woman (M.W.)
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — ବକଶ୍ରେଣୀ — A row of egrets
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — କୁଳଟା ସ୍ତ୍ରୀ — An adulteress
- ସଂ. ବି. ସ୍ତ୍ରୀ.—(ବଳାକ+ଆ) — ଏକପ୍ରକାର ନୃତ୍ୟ — A kind of dance