ବଳାଗଣ୍ଠି Baḻāgaṇṭhi

  • ଦେ. ବି—[ଯାହାତଳେ ବଳା ପିନ୍ଧାଯାଏ।] ଗୋଡ଼ର ଗଣ୍ଠି — Ankle
  • ଦେ. ବି—[ଯାହାତଳେ ବଳା ପିନ୍ଧାଯାଏ।] ଯେଉଁମାନଙ୍କର ରକତ, ବଳାଗଣ୍ଠି ଯାଏଁ ହେଲା ସେମାନେ ଭାଜିଲେ ପଡ଼ି ଉଠି। କୃଷ୍ଣସିଂହ ମହାଭାରତ ଦ୍ରୋଣ।