ବଳାକ Baḻāka

  • ସଂ. ବି. ପୁଂ. (ବଳ=ଶକ୍ତି+ଅଳ୍ ଧାତୁ=ବକ୍ରଗମନ କରିବା କର୍ତ୍ତୃ. ଅ; ଯେ ବଳପ୍ରକାଶ ପୂର୍ବକ ଊର୍ଦ୍ଧ୍ୱକୁ ବକ୍ର— ଭାବରେ ଗମନ କରେ) — କ୍ଷୁଦ୍ର ବକପକ୍ଷୀ — The paddy bird; the egret
  • ସଂ. ବି. ପୁଂ. (ବଳ=ଶକ୍ତି+ଅଳ୍ ଧାତୁ=ବକ୍ରଗମନ କରିବା କର୍ତ୍ତୃ. ଅ; ଯେ ବଳପ୍ରକାଶ ପୂର୍ବକ ଊର୍ଦ୍ଧ୍ୱକୁ ବକ୍ର— ଭାବରେ ଗମନ କରେ) — (ନାମ) ଭାଗବତୋକ୍ତ ପୁରୁ ରାଜାଙ୍କ ପୁତ୍ର ଓ ଜହ୍ନୁଙ୍କ ପୌତ୍ର (ହି. ଶ.) — Name of a king of ancient India
  • ସଂ. ବି. ପୁଂ. (ବଳ=ଶକ୍ତି+ଅଳ୍ ଧାତୁ=ବକ୍ରଗମନ କରିବା କର୍ତ୍ତୃ. ଅ; ଯେ ବଳପ୍ରକାଶ ପୂର୍ବକ ଊର୍ଦ୍ଧ୍ୱକୁ ବକ୍ର— ଭାବରେ ଗମନ କରେ) — ରାକ୍ଷସବିଶେଷ (ହି. ଶ.) — Name of a demon
  • ସଂ. ବି. ପୁଂ. (ବଳ=ଶକ୍ତି+ଅଳ୍ ଧାତୁ=ବକ୍ରଗମନ କରିବା କର୍ତ୍ତୃ. ଅ; ଯେ ବଳପ୍ରକାଶ ପୂର୍ବକ ଊର୍ଦ୍ଧ୍ୱକୁ ବକ୍ର— ଭାବରେ ଗମନ କରେ) — ଜାତୁକର୍ଣ୍ଣ ମୁନିଙ୍କର ଏକ ଶିଷ୍ୟ (ହି. ଶ.) — Name of a disciple of sage Jātukarṇṇa