ବଳାଗୁଣି Baḻāguṇi

  • ଦେ. ବି. (ବଣିଆ ଶବ୍ଦ) — ମଲ୍ଲ ପ୍ରଭୃତି ତିଆରି କରିବା ଲାଗି ଏକପ୍ରକାର ସରୁ ଓ ଲମ୍ବା ହାତୁଡ଼ି — A thin long hammer