ବଲ୍ଲକୀ Ballakī

  • ସଂ. ବି. (ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅକ+ ସ୍ତ୍ରୀ. ଈ) — ବୀଣା — Harp
  • ସଂ. ବି. (ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅକ+ ସ୍ତ୍ରୀ. ଈ) — ଶଲ୍ଲକୀ ଗଛ; ବବୁର ଗଛ — Acacia Arabica (tree)
  • ସଂ. ବି. (ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅକ+ ସ୍ତ୍ରୀ. ଈ) — ଝିଙ୍କ (ଜନ୍ତୁ) — Percupine