ବଲ୍ଲ Balla

  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ପରିମାଣ ବିଶେଷ; ତିନିଗୁଞ୍ଜା ବା ରତି ଓଜନ — A standard of weight
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — [ଦ୍ର—ସୁନା ରୂପା ଆଦିର ଓଜନ କରିବାରେ ଏ 3 ଗୁଞ୍ଜାର ଓ ବୈଦ୍ୟକ ମତରେ ଏହା 2 ଗୁଞ୍ଜାର ଓଜନ ଧରାଯାଏ। ରାଜ— ନିର୍ଘଣ୍ଟୁରେ ଏହା 7 ଗୁଞ୍ଜାର ସମାନ ବୋଲି ନିର୍ଦ୍ଦିଷ୍ଟ ହେଇ ଅଛି—ହି.ଶ.] — [ଦ୍ର—ସୁନା ରୂପା ଆଦିର ଓଜନ କରିବାରେ ଏ3ଗୁଞ୍ଜାର ଓ ବୈଦ୍ୟକ ମତରେ ଏହା2ଗୁଞ୍ଜାର ଓଜନ ଧରାଯାଏ ରାଜ— ନିର୍ଘଣ୍ଟୁରେ ଏହା7ଗୁଞ୍ଜାର ସମାନ ବୋଲି ନିର୍ଦ୍ଦିଷ୍ଟ ହେଇ ଅଛି—ହି.ଶ.]
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଆହାର; ଭକ୍ଷ୍ୟ ଦ୍ରବ୍ୟ — Victuals
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଶସ୍ୟାଦି ପାଛୁଡ଼ିବା — Winnowing of corn
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — [ଦ୍ର—ଶସ୍ୟାଦି ଅମଳ ହେବା ପରେ ତୁଷ ମିଶାଇ ଶସ୍ୟରୁ ପବନ ଦ୍ୱାରା ତୁଷକୁ ଅଲଗା କରିବା ପାଇଁ ଉଚ୍ଚରୁ ତଳକୁ ପତଳା କରି ଶସ୍ୟାଦିକୁ ସ୍ତର ସ୍ତର କରି ଅଜାଡ଼ିବାକୁ ବଲ୍ଲ ବୋଲାଯାଏ]
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ନିଷେଧ (ହି. ଶ) — Prohibition
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଆବରଣ (ହି.ଶ.) — Covering
  • ସଂ. ବି(ବଲ୍ଲ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଶଲ୍ଲକୀ ବୃକ୍ଷ (ହି.ଶ.) — A kind of wild tree; Acacia