ବଲ୍ୟ Balya

  • ସଂ. ବିଣ—(ବଳ=ଶକ୍ତି+ହିତାର୍ଥେ. ଯ) — ବଳ ବିଷୟରେ ହିତକାରକ — Conducing to one's health or strength
  • ସଂ. ବିଣ—(ବଳ=ଶକ୍ତି+ହିତାର୍ଥେ. ଯ) — ବଳବାରକ — Strength-bestowing; invigorating
  • ସଂ. ବିଣ—(ବଳ=ଶକ୍ତି+ହିତାର୍ଥେ. ଯ) — 3 ଶକ୍ତି ବିଷୟକ — 3ଶକ୍ତି ବିଷୟକ—3. Relating to strength
  • ବି — ଶୁକ୍ର; ବୀର୍ଯ୍ୟ — Semen; virile
  • ବି — ଶବର ଚନ୍ଦନ (ଦ୍ରବ୍ୟଗୁଣ) — A kind of sandal-wood