ବଲ୍ମୀକ Balmīka

  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ଉଇହୁଙ୍କା — Ant hill; mole hill
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ଶୋଥ ରୋଗ — Dropsy; plethora
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ଗଳଗଣ୍ଡ — The goitre
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ଶ୍ଳୀପଦ ବା ଗୋଦର — The elephantiasis
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ରାମାୟଣ ପ୍ରଣେତା ବାଲ୍ମିକୀ ମୁନି — Sage Bālmīki, the author of the Rāmāyaṇa
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — [ଦ୍ର—ରତ୍ନାକର ନାମକ ଦସ୍ୟୁ ଭଗବାନଙ୍କ ଦୟାରୁ ଦିବ୍ଯଜ୍ଞାନ ଲାଭ କରି ଦସ୍ୟୁବୃତ୍ତି ତ୍ୟାଗ କରି ବହୁକାଳ ତପସ୍ୟାରେ ରତ ହୋଇ ହୁଙ୍କା ପାଲଟି ଗଲେ। ପରେ ସେହି ହୁଙ୍କାରୁ ବାହାରିବାରୁ ତାଙ୍କ ନାମ ବାଲ୍ମିକ ବା ବାଲ୍ମୀକି ହେଲା]
  • ସଂ. ବି. (ବଳ୍ ଧାତୁ= ଆଚ୍ଛାଦନ କରିବା; ବୃଦ୍ଧି ପାଇବା+ଇକ, ନିପାତନସିଦ୍ଧ) — ଉଇ — White ant