ବର୍ଣ୍ଣୀ Barṇṇī
- ସଂ. ବି. ପୁଂ. (ବର୍ଣ୍ଣ= ରଙ୍ଗ+ଅଛି ଅର୍ଥରେ ଇନ୍: ବର୍ଣ୍ଣିନ୍ ଶବ୍ଦ 1 ମା. 1 ବ.) — ଚିତ୍ରକର — Painter
- ସଂ. ବି. ପୁଂ. (ବର୍ଣ୍ଣ= ରଙ୍ଗ+ଅଛି ଅର୍ଥରେ ଇନ୍: ବର୍ଣ୍ଣିନ୍ ଶବ୍ଦ 1 ମା. 1 ବ.) — ଲେଖକ — Writer
- ସଂ. ବି. ପୁଂ. (ବର୍ଣ୍ଣ= ରଙ୍ଗ+ଅଛି ଅର୍ଥରେ ଇନ୍: ବର୍ଣ୍ଣିନ୍ ଶବ୍ଦ 1 ମା. 1 ବ.) — ବହ୍ମଚାରୀ — A young bachelor religious student
- ସଂ. ବି. ପୁଂ. (ବର୍ଣ୍ଣ= ରଙ୍ଗ+ଅଛି ଅର୍ଥରେ ଇନ୍: ବର୍ଣ୍ଣିନ୍ ଶବ୍ଦ 1 ମା. 1 ବ.) — ବିପ୍ରାଦି ଜାତି — Brahmin and other three castes