ବର୍ଣ୍ଣିକ Barṇṇika

  • ସଂ. ବି. ପୁଂ (ବର୍ଣ୍ଣ+ଇକ) — ଚିତ୍ରକର — Painter
  • ସଂ. ବି. ପୁଂ (ବର୍ଣ୍ଣ+ଇକ) — ଲେଖକ — Writer
  • ସଂ. ବିଣ. — ବର୍ଣ୍ଣସମ୍ବନ୍ଧୀୟ — Relating to Barṇṇa