ବର୍ଣ୍ଣ୍ୟ Barṇṇya
- ସଂ. ବିଣ. (ବର୍ଣ୍ଣ ଧାତୁ+କର୍ମ. ଯ) — ଯାହା ବର୍ଣ୍ଣନ କରାଯିବ — 8. To be described
- ସଂ. ବିଣ. (ବର୍ଣ୍ଣ ଧାତୁ+କର୍ମ. ଯ) — ବର୍ଣ୍ଣ— ନୀୟ; ବର୍ଣ୍ଣନଯୋଗ୍ୟ — Describable
- ସଂ. ବି — କୁଙ୍କୁମ; ଜାଫ୍ରାନ କେଶର (ହି. ଶ.) — Saffron
- ସଂ. ବି — ବନତୁଳସୀ (ହି. ଶ.) — Wild basil
- ସଂ. ବି — ଉପମେୟ (ହି. ଶ.) — A thing which is compared with a standard of comparision
- ସଂ. ବି — ଭରଦ୍ୱାଜ ପକ୍ଷୀ (ଜ୍ଞାନେନ୍ଦ୍ର) — Cocamantis Marulinus (bird)