ବର୍ଣ୍ଣିନୀ Barṇṇinī
- ସଂ. ବି. ସ୍ତ୍ରୀ. (ବର୍ଣ୍ଣ+ଇନ୍+ସ୍ତ୍ରୀ. ଈ) — ନାରୀ; ସ୍ତ୍ରୀ — Women
- ସଂ. ବି. ସ୍ତ୍ରୀ. (ବର୍ଣ୍ଣ+ଇନ୍+ସ୍ତ୍ରୀ. ଈ) — ଚାରିବର୍ଣ୍ଣ ମଧ୍ୟରୁ କୌଣସି ବର୍ଣ୍ଣର ସ୍ତ୍ରୀ — A woman belonging to any one of the four principal Hindu castes
- ସଂ. ବି. ସ୍ତ୍ରୀ. (ବର୍ଣ୍ଣ+ଇନ୍+ସ୍ତ୍ରୀ. ଈ) — ହରିଦ୍ରା — Turmeric