ବରିଷ୍ଠ Barishṭha
- ସଂ. ବିଣ. ପୁଂ. (ଉରୁ=ମହତ୍+ଅତ୍ୟନ୍ତ ଅର୍ଥରେ. ଇଷ୍ଠ) — ବିଶେଷ ପୂଜ୍ୟ; ପୂଜ୍ୟତମ — Very honourable or adorable
- ସଂ. ବିଣ. ପୁଂ. (ଉରୁ=ମହତ୍+ଅତ୍ୟନ୍ତ ଅର୍ଥରେ. ଇଷ୍ଠ) — ସବୁଠାରୁ ବୃହତ୍ — Greatest
- ସଂ. ବିଣ. ପୁଂ. (ଉରୁ=ମହତ୍+ଅତ୍ୟନ୍ତ ଅର୍ଥରେ. ଇଷ୍ଠ) — ସର୍ବୋତ୍ତମ — Best
- ସଂ. ବି — ତାମ୍ର — Copper
- ସଂ. ବି — ମରିଚ — Black pepper
- ସଂ. ବି — ତିତ୍ତିର ପକ୍ଷୀ — Sand piper; Frankoline partridge
- ସଂ. ବି — ନାରଙ୍ଗ ବୃକ୍ଷ — Sweet orange