ବରୀ Barī

  • ସଂ. ବି. (ବୃ ଧାତୁ+କର୍ମ ଅ+ସ୍ତ୍ରୀ. ଈ) — ଶତାବରୀ — Asparagus Racemosus
  • ସଂ. ବି. (ବୃ ଧାତୁ+କର୍ମ ଅ+ସ୍ତ୍ରୀ. ଈ) — ମଧୁର ତରଡ଼ା — Luffa Aegytiaca; Luffa Algyptiaca
  • ସଂ. ବି. (ବୃ ଧାତୁ+କର୍ମ ଅ+ସ୍ତ୍ରୀ. ଈ) — (ହରେକୃଷ୍ଣ ଦ୍ରବ୍ୟଗୁଣ)
  • ସଂ. ବି. (ବୃ ଧାତୁ+କର୍ମ ଅ+ସ୍ତ୍ରୀ. ଈ) — ସୂର୍ଯ୍ୟପତ୍ନୀ; ଛାୟା — Name of one of the two wive of the Sun-God