ବରୀୟାଂସ Barīyāṁsa

  • ଦେ. ବିଣ. (ସଂ. ବରୀୟସ୍) — ବରୀୟାନ୍ (ଦେଖ) — Barīyān (See)
  • ଦେ. ବିଣ. (ସଂ. ବରୀୟସ୍) — ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ ଦ୍ୱିତୀୟ ବରୀୟାଂସ ଶ୍ରେଷ୍ଠ। ଜଗନ୍ନାଥ—ଭାଗବତ।