ବରିହା Barihā

  • ଦେ. ବି — ବରିଆ (ଦେଖ) — Bariā (See)
  • ପ୍ରାଦେ. (କଳାହାଣ୍ଡି) ବି — ବାର୍ହା — Boar
  • ପ୍ରାଦେ. (ଗଡ଼ଜାତ) ବି — ବଂଶୋପାଧିବିଶେଷ — A family title