ବରାମତ୍ Barāmat

  • ବୈଦେ. ବି. (କଚିରିଆ)— (ଫା. ବରାମଦ୍=ପ୍ରାପ୍ତ) — କୌଣସି ଫୌଜଦାରି ଅପରାଧଘଟିତ ବସ୍ତୁ କୌଣସି ସ୍ଥାନରୁ ଅନୁସନ୍ଧାନଦ୍ୱାରା ବାହାରିବା — Seizure of an article from any place
  • ବୈଦେ. ବିଣ — ଧୃତ — Seized (said of an article)
  • ବୈଦେ. ବିଣ — ପ୍ରାପ୍ତ (ନଷ୍ଟବସ୍ତୁ) — Recovered (lost property)
  • ବୈଦେ. ବିଣ — [ଦ୍ର—ପୁଲିଶ କର୍ମଚାରୀ ଆଦି ଖୋଜି ବାହାର କରିବା ଅପହୃତ ଧନ ଓ ବସ୍ତୁ ଆଦିକୁ ବରାମତୀ(ଦୀ) ମାଲ ବୋଲାଯାଏ।]