ବରାମଦ ହେବା Barāmada hebā

  • ଦେ. କ୍ରି (କଚିରିଆ)—(ଫା. ବରାମଦ୍) — କୌଣସି ଅପରାଧଘଟିତ ଦ୍ରବ୍ୟ ତଲାସ ପରେ ବାହାରିବା — To be seized (said of article for which search is made)
  • ଦେ. କ୍ରି (କଚିରିଆ)—(ଫା. ବରାମଦ୍) — କେବଳ ମଙ୍ଗରାଜଙ୍କ ପହଡ଼ ଘର, ତିନି ହାତ ଲମ୍ବ ରେକେ ମୋଟ ଗୋଟାଏ ବାଉଁଶଠେଙ୍ଗା ବରାମଦ ହେଲା। ଫକୀରମୋହନ—ଛମାଣଆଠଗୁଣ୍ଠ।