ବରାରୋହ Barāroha

  • ସଂ. ବିଣ—(ବର=ଉତ୍ତମ+ଆରୋହ=ଆରୋହଣ, ଯାନ ଯାହାର; ବହୁବ୍ରୀହି) — ଉତ୍କୃଷ୍ଟ ଯାନାରୋହୀ — Riding on an excellent conveyance
  • ସଂ. ବିଣ—(ବର=ଉତ୍ତମ+ଆରୋହ=ଆରୋହଣ, ଯାନ ଯାହାର; ବହୁବ୍ରୀହି) — (ବହୁବ୍ରୀହି; ବର=ସୁନ୍ଦର+ ଆରୋହ=ଶ୍ରୋଣି ଯାହାର) ଉତ୍କୃଷ୍ଟ କଟିଯୁକ୍ତ — Having symetrical or beautiful waist
  • ସଂ. ବି. ପୁଂ — (ବହୁବ୍ରୀହି) ହସ୍ତିପକ; ହାତିର ମାହୁନ୍ତ — A driver of an elephant
  • ସଂ. ବି. ପୁଂ — ହସ୍ତ୍ୟାରୋହୀ ବ୍ୟକ୍ତି — Elephant rider
  • ସଂ. ବି. ପୁଂ — (କର୍ମଧା) ସୁନ୍ଦର କଟିଦେଶ — Fine waist
  • ସଂ. ବି. ପୁଂ — ବିଷ୍ଣୁ (ହି. ଶ) — A name of Bishṇu