ବରଧନକର Baradhanakara

  • ଗ୍ରା. ବିଣ. (ପଦ୍ୟ) (ସଂ. ବର୍ଦ୍ଧନକର) — ବର୍ଦ୍ଧକ;, ବୃଦ୍ଧିକାରକ — Increasing
  • ଗ୍ରା. ବିଣ. (ପଦ୍ୟ) (ସଂ. ବର୍ଦ୍ଧନକର) — ମଦନ ମଦ ବରଧନ କର। ଭଞ୍ଜ—ପ୍ରେମସୁଧାନିଧି।