ବରଧମାନ Baradhamāna

  • ଗ୍ରା. ବିଣ. (ପଦ୍ୟ) (ସଂ. ବର୍ଦ୍ଧମାନ) — ବର୍ଦ୍ଧମାନ (ଦେଖ) — Barddhamāna (See)
  • ଗ୍ରା. ବିଣ. (ପଦ୍ୟ) (ସଂ. ବର୍ଦ୍ଧମାନ) — ବରଧମାନ ହେଉଥାଉ ନ ତୁଟି ସର୍ବଦା ପ୍ରେମଶମ୍ବର। ଭଞ୍ଜ—ବୈଦେହୀଶବିଳାସ।