ବରଦାସ୍ତ Baradāsta

  • ବୈଦେ. ବି. (ଫା. ବରଦାଶ୍ତ୍=ସହନ) — ସହନ; ସହିବା — Bearing; endurance
  • ବିଣ — ସହ୍ୟ — Bearable; endurable
  • ବିଣ — ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କର ବରଦାସ୍ତ ହେଉ ନ ଥିଲା। ଫକୀରମୋହନ—ଛମାଣ ଆଠଗୁଣ୍ଠ।