ବରଧରା Baradharā
- ଦେ. ବି. (ସଂ. ବର+ଧୃ ଧାତୁ) — କନ୍ୟାପକ୍ଷୀୟ ଯେଉଁ ବ୍ୟକ୍ତି ବିବାହ ହେବା ପାଇଁ ବରକୁ ବରଘରୁ ନିମନ୍ତ୍ରଣ କରି ସଙ୍ଗରେ ଆଣିବାକୁ ଯାଏ — A person who is sent from the bride's house to the bridegroom's house to fetch the latter for the marriage at the bride's place