ବରଜୀବୀ Barajībī
- ସଂ. ବି. (ବର ଜୀବିନ୍; 1 ମା. 1 ବ) — ଗୋପ ଓ ତନ୍ତୁ— ବାୟଙ୍କଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତିବିଶେଷ (ହି. ଶ) — A mixed caste born of cowherd and weaver castes
- ସଂ. ବି. (ବର ଜୀବିନ୍; 1 ମା. 1 ବ) — ଶୁଦ୍ରା ଗର୍ଭଜାତ ବ୍ରାହ୍ମଣର ଔରସ ସନ୍ତାନ (ହି. ଶ.) — A son born of a Brāhmaṇa father and Ṡūdra mother