ବରଡ଼ା Baraṟḍ̠ā

  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ଯେଉଁ ଦୁହାଁଳୀ ଗାଈର ଦୁଧ ବନ୍ଦ ହୋଇ ଯାଇଥାଏ; ପଡ଼ିଆ ଗାଈ; ବିସ୍କି ଯାଇଥିବା ଗାଈ — A milch cow which has gone dry
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — (ସଂ. ବରାଟ) ବରଡ଼ା ପତ୍ର (ଦେଖ) — Baraṟḍ̠ā patra (See)
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ବରଗଡ଼ା (ଦେଖ) — Baragaṟḍ̠ā (See)
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ଏକପ୍ରକାର ବଡ଼ ଜଙ୍ଗଲୀ ଗଛ (ଯହିଁରେ ଶାଖାଗ୍ରରେ ଥିବା କୋମଳ ପତ୍ର ଶାଗ ହୁଏ) — A big wild tree whose young and tender shoots are cooked as pot-herb
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — [ଦ୍ର—ଏହାର କୋମଳ ପତ୍ର ଗଡ଼ଜାତରେ ଶାଗରୂପେ ବ୍ୟବହୃତ ହୁଏ। ଏହାର ଫଳ ଅଅଁଳା କୋଳି ଆକୃତିବିଶିଷ୍ଟ ଓ ଅଖାଦ୍ୟ।]
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ଚିତ୍ରକାରମାନେ ରଙ୍ଗ ଲଗାଇବା ପରେ ତାହାକୁ ସ୍ଥାୟୀ ଓ ଉଜ୍ଜ୍ୱଳ କରିବା ସକାଶେ ଚିତ୍ର ଉପରେ ଯେଉଁ ପ୍ରସ୍ତରଖଣ୍ଡି ଘଷନ୍ତି — A piece of stone used by painters to rub over paintings to make them permanent and shining
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ନଡ଼ିଆ ବା ତାଳ ଗଛର ବାହୁଙ୍ଗା — The leafy branch of a cocoanut or palm tree
  • ଦେ. ବି. ସ୍ତ୍ରୀ. (ସଂ. ବର୍ଜ ଧାତୁ?) — ତଳ ବରଡ଼ା ଖସୁଛି, ଓପର ବରଡ଼ା ହସୁଛି, ମଝି ବରଡ଼ା ଥାଇ ବୋଇଲା ତୋ ଦିନକାଳ ଆସୁଛି—ଢଗ।
  • ପ୍ରାଦେ. (ବାଣପୁର) ବି — ଧାନ କିଆରିକି କାଦୁଅ କରି ତା ଉପରେ ମଇ ଚଳାଇ ସେହି କାଦୁଅ ଉପରେ ଧାନ ବିହନକୁ ଛାଟିବା — To sow paddy in a ploughed and levelled up muddy field