ବରଟା Baraṭā

  • ସଂ. ବି. ସ୍ତ୍ରୀ. (ବରଟା+ସ୍ତ୍ରୀ. ଆ) — ଭିରୁଡ଼ି — Wasp
  • ସଂ. ବି. ସ୍ତ୍ରୀ. (ବରଟା+ସ୍ତ୍ରୀ. ଆ) — ବରଟର ସ୍ତ୍ରୀ ଲିଙ୍ଗ; ରାଜହଂସୀ — Feminine of Baraṭa
  • ସଂ. ବି. ସ୍ତ୍ରୀ. (ବରଟା+ସ୍ତ୍ରୀ. ଆ) — ବରଟାକି ଗର୍ଭାଳସୀ ହୋଇ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. ସ୍ତ୍ରୀ. (ବରଟା+ସ୍ତ୍ରୀ. ଆ) — ପାରୁଡ଼ା ପୋକ (ହି. ଶ) — A kind of foetid insect; lady bird