ବନମାଳୀ Banamāḻī
- ସଂ. ବି. ପୁଂ—(ବନମାଳା+ଅଛି ଅର୍ଥରେ ଇନ୍; ବନମାଳିନ୍ ଶବ୍ଦ; 1 ମା. 1 ବ — ଶ୍ରୀକୃଷ୍ଣଙ୍କର ନାମବିଶେଷ — A name of Ṡrīkṛushna
- ସଂ. ବିଣ. ପୁଂ — ବନମାଳା ଧାରଣକାରୀ — Wearing a chaplet of wild flowers
- ଦେ. ବି — ଲୋକଙ୍କର ନାମବିଶେଷ — A name given to persons
- ଦେ. ବି — ବନପୁଷ୍ପରେ ରଚିତ ମାଳ — a garland made of wild flowers