ବନଧି Banadhi

  • ସଂ. ବି. (ବନ=ଜଳ+ଧା ଧାତୁ+କର୍ତ୍ତୃ. ଇ) — ସମୁଦ୍ର — The sea
  • ସଂ. ବି. (ବନ=ଜଳ+ଧା ଧାତୁ+କର୍ତ୍ତୃ. ଇ) — ବନଧିରେ ମଇନାକ ଲୁଚିଲା ସରି । ଭଞ୍ଜ. ବୈଦେହୀଶବିଳାସ ।