ବନଲକ୍ଷ୍ମୀ Banalakshmī

  • ସଂ. ବି. — ( 6 ଷ୍ଠୀ ତତ୍) ବନର ଶୋଭା — (6ଷ୍ଠୀ ତତ୍) ବନର ଶୋଭା—. The glory of the forest
  • ସଂ. ବି. — (ବହୁବ୍ରୀହି) କଦଳୀ (ହି. ଶ.) — Plantain