ବଧୋଦ୍ୟତ Badhodyata

  • ସଂ. ବିଣ. ପୁଂ.—( 7 ମୀ ତତ୍; ବଧ+ଉଦ୍ୟତ) — ଅନ୍ୟକୁ ବଧ କରିବା ନିମନ୍ତେ ଉଦ୍ୟତ — Ready or preparing to kill a person
  • ସଂ. ବି. — ଆତତାୟୀ; ଘାତୁକ; ହତ୍ୟାକାରୀ ବ୍ୟକ୍ତି — An assassin; a murderer