ବଧ୍ୟପାଳ Badhyapāḻa

  • ସଂ. ବି. (ବଧ୍ୟ+ ପାଳ୍ ଧାତୁ+ କର୍ତ୍ତୃ. ଅ) — ପ୍ରାଣଦଣ୍ଡାଜ୍ଞା— ପ୍ରାପ୍ତ ଅପରାଧୀମାନେ ଯେଉଁ କାରାଗାରରେ ଆବଦ୍ଧ ରହନ୍ତି ତାହାର ରକ୍ଷକ — The keeper of the jail for criminals condemned to death