ବଧୂତ୍ସବ Badhūtsaba

  • ସଂ. ବି.—( 6 ଷ୍ଠୀ ତତ୍; ବଧୂ+ ଉତ୍ସବ) — ବଧୂର ପ୍ରଥମ ରଜୋଦର୍ଶନ ସମଯେ ଅନୁଷ୍ଠିତ ଉତ୍ସବ — A festival observed on the occasion of the 1st appearance of menses of a wife