ବଧୁଲି Badhuli
- ଦେ. ବି. (ସଂ. ବନ୍ଧୁଳି) — ବାର୍ଷିକ ପୁଷ୍ପଶାକବିଶେଷ — Pentapetus Phoenicea (flowering plant)
- ଦେ. ବି. (ସଂ. ବନ୍ଧୁଳି) — ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ। ମଧୂସୂଦନ ଛାନ୍ଦମାଳା।
- ଦେ. ବି. (ସଂ. ବନ୍ଧୁଳି) — [ଦ୍ର—ଏହା ବର୍ଷାକାଳରେ ଜନ୍ମେ; ଫୁଲ ଅଳତା ପରି ନାଲି, ପଞ୍ଚଦଳବିଶିଷ୍ଟ; ଏହାର ଫଳ ଓ ଚେର ଔଷଧରେ ଲାଗେ। ଓଷ୍ଠ ସହିତ ତୁଳନା କରାଯାଏ ବୋଲି ଏ ଫୁଲର ଅନ୍ୟ ନାମ ଓଷ୍ଠପୁଷ୍ପ। ଏ ଫୁଲ ଖରା ହେଲେ ଫୁଟେ ଓ ବେଳ ଗଡ଼ିଲେ ଝାଉଁଳି ପଡ଼େ ବୋଲି ଏହାର ଅନ୍ୟ ନାମ ଦିପହରିଆ (ବଂ. ଓ ହୀ. ଦୁପହରିଆ ଓ ସଂ. ମାଧ୍ୟାହ୍ନିକ।]