ବଧୂଟୀ Badhūṭi̱

  • ସଂ. ବି—[ବଧୂ+ କ୍ଷୁଦ୍ରାର୍ଥେ. ଟୀ] — କ୍ଷୁଦ୍ର ବଧୂ; ଛୁଆବୋହୂ; ନୂଆ ବୋହୂ — A small wife; a young wife
  • ସଂ. ବି—[ବଧୂ+ କ୍ଷୁଦ୍ରାର୍ଥେ. ଟୀ] — ପୁତ୍ର ବଧୂ — Daughter-in-law
  • ସଂ. ବି—[ବଧୂ+ କ୍ଷୁଦ୍ରାର୍ଥେ. ଟୀ] — କନ୍ୟା; ନବବିବାହିତା ବଧୂ — Bride