ବଧ ଭୂମି Badha bhūmi

  • ସଂ. ବି—( 6 ଷ୍ଠୀ ତତ୍) — ବଧ୍ୟଭୂମି; ଯେଉଁ ସ୍ଥାନରେ ଅପରାଧିକୁ ହତ୍ୟା କରାଯାଏ — A place where persons condemned to capital punishment are executed
  • ସଂ. ବି—( 6 ଷ୍ଠୀ ତତ୍) — କଂସେଇଖାନା — Slaughter-house