ବଧକ Badhaka

  • ସଂ. ବି. ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ) — ହତ୍ୟାକାରୀ; ଘାତୁକ — Murderer; slayer
  • ସଂ. ବି. ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ) — ପ୍ରାଣଦଣ୍ଡାଜ୍ଞା ପାଳନକାରୀ — An executioner; a hangman (Apte)
  • ସଂ. ବି. ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ) — ଏକ ପ୍ରକାର ଶର ତୃଣ — A kind of reed (Apte)
  • ସଂ. ବି. ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ) — ବ୍ୟାଧ — Hunter
  • ସଂ. ବି. ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ) — ବଧକ ଯେ ଧଙ୍କରେ କି ଶିବ ଅନ୍ଧକରେ ସିଂହକୁ ଶରଭରେ ନାଶେ ସେ। ଭଞ୍ଜ. ବୈଦେହୀଶବିଳାସ।