ବଧ ଦଣ୍ଡ Badha daṇḍa

  • ସଂ. ବି—(ରୂପକ; ବଧ+ ଦଣ୍ଡ) — ଅପରାଧୀର ମୃତ୍ୟୁରୂପ ରାଜଦଣ୍ଡ; ପ୍ରାଣଦଣ୍ଡ — Capital punishment
  • ସଂ. ବି—(ରୂପକ; ବଧ+ ଦଣ୍ଡ) — ଶାରୀରିକ ଦଣ୍ଡ — Corporeal punishment