ବଧ ଦଣ୍ଡାଜ୍ଞା Badha daṇḍājn̄ā

  • ସଂ. ବି. ( 6 ଷ୍ଠୀ ତତ୍; ବଧଦଣ୍ଡ+ଆଜ୍ଞା) — ଅପରାଧୀକୁ ମାରି ପକାଇବା ନିମନ୍ତେ ରାଜକୀୟ ଆଦେଶ; ଫାସି ହୁକୁମ — Capital sentence; sentence of death by hanging or execution