ବଣପୋଡ଼ି Baṇa poṟḍ̠i

  • ଦେ. ବି. — ଜଙ୍ଗଲରେ ନିଆଁ ଲାଗିବା — Forest conflagration
  • ଦେ. ବି. — ବଣ ପୋଡ଼ି ହେଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଲେ କେହି ନ ଜାଣେ। ଢଗ।