ବଣା ହେବା Baṇā hebā

  • ଦେ. କ୍ରି.—(ସଂ. ଭ୍ରାନ୍ତ) — ଭ୍ରାନ୍ତ ହେବା — To err; to be mistaken; to fall into error
  • ଦେ. କ୍ରି.—(ସଂ. ଭ୍ରାନ୍ତ) — ବାଟ ଭୁଲିବା — To go astray
  • ଦେ. କ୍ରି.—(ସଂ. ଭ୍ରାନ୍ତ) — ଜାଣିଲି ପାଣ୍ଡୁସୂତଙ୍କର ବୁଦ୍ଧି ଊଣା ତୁମ୍ଭ ବୋଲେ ମାର୍ଗ ଛାଡ଼ି ଯା ହେଲେ ବଣା— କୃଷ୍ଣସିଂହ. ମହାଭାରତ ସଭା।
  • ଦେ. କ୍ରି.—(ସଂ. ଭ୍ରାନ୍ତ) — ବୁଦ୍ଧିଭ୍ରଷ୍ଟ ହେବା — To be dumbfounded; to be at a loss; to be bewildered
  • ଦେ. କ୍ରି.—(ସଂ. ଭ୍ରାନ୍ତ) — ବୁଝା ନ ହେବା; ଜଣା ନ ଯିବା — Not to be understood not to be known
  • ଦେ. କ୍ରି.—(ସଂ. ଭ୍ରାନ୍ତ) — ସନ୍ଧିବା ବିନ୍ଧିବା ସାତ୍ୟକିଙ୍କର ବଣା ହେଲା ଜାଣ ସୁରାସୁରଙ୍କୁ ମହାମନା। କୃଷ୍ଣସିଂହ. ମହାଭାରତ ଦ୍ରୋଣ।