ବଣା Baṇā

  • ଦେ. ବି. (ସଂ. ଭରଣୀ) — ଗୁଡ଼ ରଖିବା ନିମନ୍ତେ ବ୍ୟବହୃତ ଚଉଡ଼ାମୁହାଁ ଲମ୍ବା ମୃତ୍ତିକା ଘଟ ବା ପାତ୍ରବିଶେଷ — A long pot for jaggery
  • ଦେ. ବି. (ସଂ. ଭରଣୀ) — (ସଂ. ଭ୍ରାନ୍ତି) ଭୁଲ; ଭ୍ରାନ୍ତି — Mistake
  • ଦେ. ବି. (ସଂ. ଭରଣୀ) — ଏଥେଁ ନାହିଁ କିଛି ବଣା। ନନ୍ଦକିଶୋର, ଶର୍ମିଷ୍ଠା।
  • ଦେ. ବିଣ. (ସଂ. ଭ୍ରାନ୍ତ) — ପଥଭ୍ରାନ୍ତ; ପଥଭ୍ରଷ୍ଟ — Having lost one's way; gone astray; straggling
  • ଦେ. ବିଣ. (ସଂ. ଭ୍ରାନ୍ତ) — ଜଣା ପଡ଼ିଲାରେ ବଣା ମୃଗାକ୍ଷି ତୋ ଚାଲି। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବିଣ. (ସଂ. ଭ୍ରାନ୍ତ) — ଭ୍ରାନ୍ତ — Erring; mistaken
  • ଦେ. ବିଣ. (ସଂ. ଭ୍ରାନ୍ତ) — ତୁଚ୍ଛା ଯୁଧିଷ୍ଠିରଙ୍କ ବଣା ହେଲା ବୁଦ୍ଧି—କୃଷ୍ଣସିଂହ, ମହାଭାରତ ବନ।
  • ଦେ. ବିଣ. (ସଂ. ଭ୍ରାନ୍ତ) — (ସଂ. ବହୁଳ) ପର୍ଯ୍ୟାପ୍ତ; ବହୁତ — Profuse
  • ଦେ. ବିଣ. (ସଂ. ଭ୍ରାନ୍ତ) — ପଣା, ଆମ୍ବ ଫଳେ ବଣା—ଢଗ—
  • ଦେ. ବିଣ. (ସଂ. ଭ୍ରାନ୍ତ) — (ସଂ. ବିହ୍ୱଳ) କିଂକର୍ତ୍ତବ୍ୟବିମୂଢ଼ (ବ୍ୟକ୍ତି) — Bewildered (person)
  • ଦେ. ବିଣ. (ସଂ. ଭ୍ରାନ୍ତ) — କିପାଁ ତୁମ୍ଭେ କାନ୍ଦି ହେଉଛି ଆହେ ବଣା। କୃଷ୍ଣସିଂହ. ମହାଭାରତ। ବନ।
  • ଦେ. ବିଣ. (ସଂ. ଭ୍ରାନ୍ତ) — (ବୁଦ୍ଧି) ବିଚଳିତ; ଆନ୍ଦୋଳିତ (ମନ) — Disturbed agitated (mind)