ବଣ ହଳଦୀ Baṇa haḻadī
- ଦେ. ବି. (ସଂ. ବନ+ ହରିଦ୍ରା) — ବିନା କୃଷିରେ ଜାତ ହରିଦ୍ରା ଓ ତହିଁର ମୂଳ — Wild turmeric
- ଦେ. ବି. (ସଂ. ବନ+ ହରିଦ୍ରା) — [ଦ୍ର—ଏହା କଟୁତିକ୍ତମଧୁରରସ, ରୁଚିକାରକ ଓ ଅଗ୍ନି ଦୀପକ; ଏହା କୁଷ୍ଠ, ବାତାଜୀର୍ଣ୍ଣ ଦୋଷ, ରକ୍ତ ଦୁଷ୍ଟି; ଶ୍ୱାସ, କାସ ଓ ହିକ୍କାରେ ଉପକାରୀ— ଦ୍ରବ୍ୟଗୁଣ।]
- ଦେ. ବି. (ସଂ. ବନ+ ହରିଦ୍ରା) — ଦାରୁ ହଳଦୀ (ଦେଖ) — Dāru haḻadī (See)