ବଞ୍ଚିତ Ban̄chita

  • ସଂ. ବିଣ. ପୁଂ. (ବଞ୍ଚ୍ ଧାତୁ+ କର୍ମ. ତ) — ପ୍ରତାରିତ — Cheated; defrauded
  • ସଂ. ବିଣ. ପୁଂ. (ବଞ୍ଚ୍ ଧାତୁ+ କର୍ମ. ତ) — ବିରହିତ — Deprived of
  • ଦେ. ବିଣ. (ସଂ. ବାଚ୍ୟ) — ନିନ୍ଦିତ — Blamed
  • ଦେ. ବିଣ. (ସଂ. ବାଚ୍ୟ) — ସେ ବିପ୍ର ବଞ୍ଚିତ ଜୀବନ ଏମନ୍ତେ ଗଲା କେତେ ଦିନ। ଜଗନ୍ନାଥ. ଭାଗବତ।