ବଞ୍ଚୁକ Ban̄chuka

  • ସଂ. ବିଣ. ପୁଂ. (ବଞ୍ଚ୍ ଧାତୁ+ କର୍ତ୍ତୃ. ଉକ) — ଠକ; ପ୍ରତାରକ — Crafty; fradulent; deceitful
  • ଦେ. ବି — ବିଲୁଆ — jackal
  • ଦେ. ବି — ବଞ୍ଚୁକ ପରାଯେ ତେବେ ମୁଖରେ ଅନଳ ଜବେ ଦେଖାଇ ନାଶ ଭୀରୁକ ହେଲେ ଦୂଷିଲେ। ଭଞ୍ଜ, ବୈଦେହୀଶବିଳାସ।