ବଇଦେହୀ Baidehī

  • ଗ୍ରା. (ପଦ୍ୟ) ବି. (ସଂ. ବୈଦେହୀ) — ବୈଦେହୀ (ଦେଖ) — Ba̲i̱dehī (See)
  • ଗ୍ରା. (ପଦ୍ୟ) ବି. (ସଂ. ବୈଦେହୀ) — ବଇଦେହୀ କି ଯେ ଆମ୍ଭେ ଭୂଷଣ କର୍ମ ଆରମ୍ଭେ କନ୍ୟା ରତ୍ନ ସଙ୍ଗେ ଯୋଗ କରିବୁ ତେବେ। ଭଞ୍ଜ. ବୈଦେହୀଶବିଳାସ।